The Social Science Book PDF for 1st Year is now available for download. This book focuses on teaching and examination in the mother tongue, which is a great initiative. Learning in one's native language makes understanding and expression easier.

This book is written in Odia language to help students understand Social Science better. The Odisha State Bureau of Textbook Preparation and Production has taken responsibility for publishing this book. It is designed for +2 students and follows the new syllabus of the Council of Higher Secondary Education, Odisha.

The content is written in a simple and clear language for new learners. Special care is taken to make the topics easy to understand. The book also helps students express their thoughts clearly.

This book aims to make Social Science more interesting and accessible for +2 students. It is useful for both students and teachers. We hope it will be widely accepted and helpful.

ମୁଖବନ୍ଧ-

ମାତୃଭାଷାରେ ଶିକ୍ଷାଦାନ ଓ ପରୀକ୍ଷା ବ୍ୟବସ୍ଥା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ବ୍ୟକ୍ତିର ଭାବ ବିନିମୟ ନିଜ ମାତୃଭାଷା ମାଧ୍ୟମରେ ହିଁ ଅଧିକ ସହଜ ଓ ସୁନ୍ଦର ହୋଇଥାଏ । ମାତୃଭାଷାରେ ଛାତ୍ରଛାତ୍ରୀମାନେ ବିଷୟକୁ ଉତ୍ତମରୂପେ ବୁଝିବା ସଂଗେ ସଂଗେ ଭାବ ପ୍ରକାଶ କରିପାରିବେ ।

ସମାଜ ବିଜ୍ଞାନ ଭଳି ଏକ ନୂତନ ପାରିଭାଷିକ ବିଷୟରେ ଓଡ଼ିଆ ଭାଷାରେ ଲେଖା ଯାଇଥୁବା ପାଠ୍ୟ ପୁସ୍ତକକୁ “ ଓଡ଼ିଶାରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା” ପ୍ରକାଶ କରିବାର ଦାୟିତ୍ବ ନେଇଛନ୍ତି । ଏହା +୨ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ |  

ଉକ୍ତ ପୁସ୍ତକ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ନୂତନ ପାଠ୍ୟ ଖସଡ଼ା ଅନୁଯାୟୀ ଲିଖତ | ସମାଜ ବିଜ୍ଞାନର ନୂତନ ଶିକ୍ଷାର୍ଥୀମାନଙ୍କ ପାଇଁ ବିଷୟଗୁଡିକୁ ସରଳ ଓ ସାବଲୀଳ ଭାଷାରେ ଲେଖାଯାଇଛି । 

ବିଷୟବସ୍ତୁ ଗୁଡିକ ଯେପରି ଛାତ୍ରଛାତ୍ରୀମାନଙ୍କର ସହଜରେ ବୋଧଗମ୍ୟ ହୋଇପାରିବ, ସେଥୁପାଇଁ ବିଶେଷଭାବେ ଦୃଷ୍ଟି ଦେଇଅଛୁ । ମାତୃଭାଷାରେ ସମାଜବିଜ୍ଞାନ ବିଷୟକୁ + ୨ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଦୃତ କରାଇବା ପାଇଁ ବିଶେଷ ଭାବେ ଚେଷ୍ଟା କରିଛୁ ।

ଏହା ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ଦ୍ଵାରା ଗ୍ରହଣୀୟ ହେବ ବୋଲି ଆଶା ଏବଂ ବିଶ୍ଵାସ । 

Get PDF