This book is for 2nd-year Arts students under CHSE Odisha. It covers Indian history in a simple way. The book follows the CHSE Odisha syllabus. It explains important historical events and changes in India.
Students will learn about ancient, medieval, and modern history. The book has easy language and clear explanations. It helps students understand important dates and events. The topics are arranged in order, making it easy to follow.
The book is useful for board exams and general knowledge. It also helps students prepare for competitive exams. The PDF format makes it easy to read anywhere.
ମୁଖଶାଳା
ଭାରତ ଇତିହାସ ପୂଥିବୀ ଇତିହାସର ଅଂଶବିଶେଷ। ବିଭିନ୍ନ ତଥ୍ୟାବଳୀ ଉପରେ ଆଧାରିତ ଭାରତର ଇତିହାସ ବିଭିନ୍ନ ଐତିହାସିକଙ୍କର କଷ୍ଟଲବ୍ଧ ଜ୍ଞାନଦ୍ଵାରା ପରିପୁଷ୍ଟ ।
ପୂର୍ବରୁ ଐତିହାସିକମାନେ ଅତୀତର ଇତିହାସ ଉନ୍ମୋଚନ ପାଇଁ କେବଳ ଉପାଦାନ ବା ତଥ୍ୟାବଳୀର ସଂଯୋଗ କରୁଥିଲେ। କିନ୍ତୁ ବର୍ଭମାନ ଏତିହାସିକମାନେ ଅତୀତ ସମ୍ପର୍କୀୟ ତଥ୍ୟଗୁଡ଼ିକର ବିଭିନ୍ନ ବ୍ୟାଖ୍ୟା ଓ ବିଚାର ପରେ ଅତୀତର ପ୍ରକୃତ ଚିତ୍ର ଆଲୋକକୁ ଆଣଶିପାରୁଛନ୍ତି ।
ତଥ୍ୟମାନଙ୍କର ସଂଗ୍ରହ ଏବଂ ବିଭିନ୍ନ ବିଶ୍ଳେଷଣାତ୍ମକ ପଦ୍ଧତି ବଳରେ ଅତୀତର ପୁନର୍ଗଠନ ହୋଇପାରିଛି । ପ୍ରତୂତାକ୍କ୍ବିକ ଭୂଜନନ ବଳରେ ଭାରତର ସର୍ବପ୍ରାଚୀନ ସଭ୍ୟତା ଆଲୋକକୁ ଆସିପାରିଛି।
ଐତିହାସିକ, ଗବେଷକ, ପ୍ରତ୍ନତକ୍ତ୍ଵବିଦ୍ ଏବଂ ଲିପିତତ୍ତ୍ଵବିତ୍ମାନଙ୍କ ଉଦ୍ୟମ ଯୋଗୁଁ ଭାରତ ଇତିହାସର ଅନେକ ଶୂନ୍ୟସ୍ଥାନ ପୂରଣ ହୋଇଗଲାଣି। ତଥାପି ଆହୁରି ଅନେକ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଚାଲୁ ରହିଛି ।
No comments:
Post a Comment