This book is for first-year students of the Arts stream in Odisha. It follows the CHSE Odisha syllabus. The book covers different topics related to arts education. It helps students understand the basics of art, culture, and creativity.
The language in the book is simple and easy to understand. It includes examples and activities to help students learn better. The book is useful for both self-study and classroom learning. It also has important questions for exams.
Students can download the PDF for easy access. This book is a great resource for those interested in arts and culture.
ଅବତରଣିକା
ଓଡ଼ିଶାର ଉଚ୍ଚମାଧ୍ଯମିକ ଶିକ୍ଷାପରିଷଦ “ ଶିକ୍ଷାଂ ପାଠ୍ୟକ୍ରମକୁ ଉଚ୍ଚମାଧ୍ଯମିକ ପରୀକ୍ଷା ୨୦୧ ୬-୧୭ ଏବଂ ପରବ ୩ ବର୍ଷମାନଙ୍କ ପାଇଁ ପୁନର୍ଗଠନ କରିଛନ୍ତି ।
ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଫା, ଭୁବନେଶ୍ବର ଯଥାରୀତି ନୂତନ ପାଠ୍ୟକ୍ରମ ସହ ସାଦୃଶ୍ୟରକ୍ଷା ପୂର୍ବକ ଉଚ୍ଚମାଧ୍ଯମିକ ( ଯୁକ୍ତ ଦୁଇ) ଶିକ୍ଷା ପୁସ୍ତକ ଦୁଇଟି ଭାଗରେ ପ୍ରକାଶ କରିବାକୁ ଯାଉଛି ।
ଓଡ଼ିଶାର ସାଧାରଣ ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକଟି ଅତି ସରଳ ଏବଂ ସୁବୋଧ୍ୟ ଭାଷାରେ ଲେଖା ଯାଇଛି । ପୁସ୍ତକର ପ୍ରତ୍ୟେକ ପରିଚ୍ଛେଦ ଶେଷରେ ସାରାଂଶ ଓ ବହୁ ସଂଖ୍ୟକ କ୍ଷୁଦ୍ର ଏବଂ ଦୀର୍ଘ ଉ ରମୂଳକ ପ୍ରଶ୍ନ ସନ୍ନିବେଶିତ ହୋଇଛି ।
ପରିଷଦ ଦ୍ଵାରା ମନୋନୀତ ରାଜ୍ୟର କେତେକ ଅଭିଜ୍ଞ ଶିକ୍ଷକଙ୍କ ଦ୍ଵାରା ଏହା ପ୍ରସ୍ତୁତ ହୋଇଛି ।
No comments:
Post a Comment