Sahitya Dipti is a useful book for 2nd-year students. It helps in understanding literature in a simple way. The book covers important topics related to poetry, stories, and essays. It is designed for easy learning and better exam preparation.
Students can download the Sahitya Dipti Book PDF for their studies. This book is useful for both beginners and advanced learners. The content is well-organized and easy to read. It is a great resource for improving language and writing skills.
ଭୂମିକା-
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ନିର୍ଦ୍ଧାରିତ ଦ୍ଵାଦଶ କଳା ଶ୍ରେଣୀ ଇଚ୍ଛାଧୀନ ଓଡ଼ିଆ ପାଠ୍ୟକ୍ରମ ନିମନ୍ତେ ସାହିତ୍ୟଦୀଷ୍ତି ପୁସ୍ତକଟି ସର୍ବଭାରତୀୟ ଶିକ୍ଷାସ୍ରୋତ ଅନୁଯାୟୀ ସଂକଳିତ ହୋଇଛି ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପ୍ରବର୍ତ୍ତିତ ପାଠ୍ୟ ଖସଡ଼ା ଆଧାରରେ ଏହି ସଂକଳନଟି ପ୍ରସ୍ତୁତ କରାଯାଇଛି । ଏକାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସାହିତ୍ୟଦୀପ୍ତି ପୁସ୍ତକରେ କାବ୍ୟ, ଉପନ୍ୟାସ ଓ ନାଟକଆଦି ବିଷୟବସ୍ତୁ ସ୍ଥାନ ପାଇଥ୍ଲା ।
ଦ୍ଵାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଏହି ଗ୍ରନ୍ଥରେ ସୁନିର୍ବାଚିତ ପ୍ରାଚୀନ, ମଧ୍ୟକାଳୀନ ଓ ଆଧୁନିକ କାଳର ଦଶଟି କବିତା, ଚାରୋଟି ପ୍ରବନ୍ଧ ଓ ଚାରୋଟି ଗନ୍ଥ ସଂଯୋଜିତ ହୋଇଛି ।
ବ୍ୟାବହାରିକ ବ୍ୟାକରଣର ଅବଗତି ନିମନ୍ତେ ଶେଷରେ ସ୍ଥାନ ପାଇଥିବା ଅଳଙ୍କାର, ସନ୍ଧି ଓ ଉପସର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ହେବ ।
Download the Sahitya Dipti Book PDF 2nd Year and start learning today!
No comments:
Post a Comment