This book is for 1st-year students of CHSE Odisha. It covers important events in world history. The language is simple and easy to understand. 

Students can learn about ancient, medieval, and modern history. The book helps in exams and general knowledge. It includes topics like world wars, revolutions, and major historical changes.

Students can download the PDF for easy access. It is useful for both studies and revision. The book follows the CHSE Odisha syllabus. It is a great resource for history lovers.

ଇତିହାସର ଅର୍ଥ ଓ ପ୍ରାସଙ୍ଗିକତା

ଗ୍ରୀକ ଶବ୍ଦ ଇଷ୍ଟୋରିଆ ("historia" (ἱστορία))ରୁ ଇତିହାସ ଶବ୍ଦର ଉତ୍ପଭି । ଇଷ୍ଟୋରିଆର ଅର୍ଥ ଅନ୍ଵେଷଣ, ତଦନ୍ତ। ସେହି ଆଧାରରେ କହିଲେ ଅତୀତର ଅନ୍ବେଷଣ ଲକ୍ଖ ଜ୍ଞାନ ହେଲା ଇତିହାସ । 

ଓଡ଼ିଆ ସମେତ ଅନେକ ଭାରତୀୟ ଭାଷାରେ ଇତି ବା ଅତୀତ ଶବ୍ଦରୁ ଇତିହାସର ବିପ୍ୟୁଭି। ତେଣୁ, ଇତିହାସର ଆମ ସଂସ୍କୃତିରେ ମଧ୍ଯ ଅର୍ଥ ହେଲା ଅତୀତ ସମ୍ବନ୍ଧୀୟ ଜ୍ଞାନ; ତଥ୍ୟ- ପ୍ରମାଣ ଆଧାରିତ ଅତୀତର ବ୍ୟାଖ୍ୟା ଓ ସମୀକ୍ଷା। ଇଂରାଜୀରେ ତଥ୍ୟ- ପ୍ରମାଣକୁ ସୋର୍ସେସ (Sources) କୁହାଯାଏ। ଏଁତିହାସିକ ଅତୀତ ସମାଜର ରୂପକଳ୍ପ ଦିଏ । 

ମାତ୍ର ତା' ପାଇଁ ଆଧାର ହେଲା ତଥ୍ୟ-ପ୍ରମାଣ। ଅର୍ଥାତ୍‌ ଇତିହାସ କୌଣସି ମନଗଢ଼ା କାହାଣୀ ନୁହେଁ। ପୁଣି, ଇତିହାସ ଯେହେତୁ ଅତୀତର କାହାଣୀ ଏବଂ ଘଟଣାଗୁଡ଼ିକ ଘଟିବାର ବହୁ ବର୍ଷ ପରେ ଲେଖା ଯାଇଥାଏ, ତାକୁ ନେଇ ଭିନ୍ନ ଭିନ୍ନ ମତ ରହିବାରେ କୌଣସି ଅସ୍ଵାଭାବିକତା ନାହିଁ । ତଥ୍ୟ-ପ୍ରମାଣକୁ ଅତୁଟ ରଖୁ ଭିନ୍ନ ଭିନ୍ନ ଦୃଷ୍ଟିରୁ ଇତିହାସ ଲେଖା ଯାଇପାରେ । ସେହି ଆଧାରରେ କହିଲେ, ଇତିହାସ ସମ୍ବନ୍ଧୀୟ ଏକ ନିର୍ଵିଷ୍ଟ ବ୍ୟାଖ୍ୟା ସର୍ବମାନ୍ୟ ହେବାର ବା ଇତିହାସରେ ଅନ୍ତିମ ସତ୍ୟ କୁହାଯିବାର କୌଣସି ପରମ୍ପରା ନ ଥାଏ। 

Get PDF