This book is for 2nd-year Arts students under CHSE Odisha. It is written in the Odia language. The book follows the CHSE Odisha syllabus. It explains important topics in Political Science.

Students will learn about government, democracy, and political systems. The book has simple language and clear explanations. It helps students understand political ideas and laws. The chapters are well-arranged for easy learning.

This book is useful for board exams and general studies. It also helps in competitive exam preparation. The PDF format makes it easy to read anytime, anywhere.

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ରାଜନୀତି ବିଜ୍ଞାନ ପାଠ୍ୟ ଖସଡା ଅନୁଯାୟୀ ଓଡ଼ିଶାର ଦ୍ଵାଦଶ ଶ୍ରେଣୀର ପାଠ୍ୟ ଖସଡାରେ ପରିବର୍ତନ କରିଥୁବାରୁ ଏକ ନୂତନ ପୁସ୍ତକ ପ୍ରକାଶନ ଆବଶ୍ୟକତା ଜରୁରୀ ହୋଇପଡିଲା । 

ନୂତନ ପାଠ୍ୟ ଖସଡା ପ୍ରସ୍ତୁତି ସମୟରେ ସମିତିର ସମସ୍ତ ସଦସ୍ୟ ଅନୁଭବ କଲେ ଯେ ରାଜନୀତି ବିଜ୍ଞାନର ସମସ୍ତ ବିଷୟକୁ ସମୟୋପଯୋଗି କରିବା ଆବଶ୍ୟକ, କାରଣ ତାତ୍ତ୍ଵିକ ଓ ବାସ୍ତବିକ ରାଜନୀତିରେ ବହୁ ପରିବର୍ତ୍ତନ ଦେଖାଯାଇଛି । 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକ ଅଭିଜ୍ଞ ଅଧ୍ୟାପନା ମଣ୍ଡଳୀ ହାତରେ ଏହି ଦାୟୀତ୍ୱ ନ୍ୟସ୍ତ କଲେ । ବର୍ଭମାନର ଲେଖକ ମଣ୍ଡଳୀ ନାନା ବାଧା ସତ୍ତ୍ଵେ ସେହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିଛି ।