Sahitya Dipti is a useful book for 1st-year students. It helps students understand literature in a simple way. The book covers many topics related to poetry, prose, and grammar. It is written in easy language for better learning.

This book is helpful for students who want to improve their literature skills. It includes important lessons and exercises. The PDF version makes it easy to read anywhere. Students can download it for quick access.

ପ୍ରାକ୍ କଥନ-

ଚଳିତ ଶିକ୍ଷାବର୍ଷଠାରୁ ଜାତୀୟ ଶିକ୍ଷାସ୍ରୋତ ଧାରାରେ ପାଠ୍ୟଖସଡ଼ା ପ୍ରଚଳନ କରିବା ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତି  ନେଇଛନ୍ତି । ସେଥପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ( ସି. ବି.ଏସ୍‌.ଇ ) ଶୈଳୀରେ ନୂତନ ପାଠ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି । 

ଏହାକୁ ଦୃଷ୍ଟିରେ ରଖି + ୨ କଳାସ୍ରୋତ ପ୍ରଥମ ବର୍ଷ ଇଚ୍ଛାଧୀନ ଓଡ଼ିଆ ବିଷୟ ପାଇଁ ସାହିତ୍ୟ ଦୀପ୍ତି ( ୧ମ ଭାଗ ) ସଂକଳନଟି ପ୍ରସ୍ତୁତ କରାଯାଇଛି । 

ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଆମ ମାତୃଭାଷା ଓଡ଼ିଆର ମହାନ ସାହିତ୍ୟିକ ପରମ୍ପରାର ପରିଚୟ କିଭଳି ଛାତ୍ରଛାତ୍ରୀମାନେ ପାଇପାରିବେ, ସେଥିପାଇଁ ସମ୍ପାଦକମାନେ ଯତ୍ନ କରିଛନ୍ତି | 

ଏହି ଅବସରରେ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ସାହିତ୍ୟ ଦୀପ୍ତି ପ୍ରକାଶନ ସହିତ ସମ୍ପୃକ୍ତ ଆମର ଅନ୍ୟାନ୍ୟ ଅଧ୍‌କାରୀ ଓ କର୍ମଚାରୀମାନେ ମଧ୍ୟ ଧନ୍ୟବାଦାର୍ହ । 

Download PDF