Sahitya Jyoti Book PDF 2nd Year PDF Download
Sahitya Jyoti is a helpful book for 2nd-year students. It covers important topics in simple language. This book is useful for those studying literature and language.
It contains stories, poems, and essays from famous writers. Each chapter has explanations and meanings of difficult words. It helps students understand concepts easily.
The book is well-organized and easy to read. It follows the syllabus and provides useful study material. Many students use this book for exam preparation. It improves reading and writing skills.
The PDF version makes it easy to download and read anywhere. Students can study on their mobile phones, tablets, or laptops.
Sahitya Jyoti is a great choice for literature lovers. It is a must-have for second-year students. If you are looking for a reliable study book, this is a good option. Download the PDF and start learning today!
ଭୂମିକା-
ଦ୍ଵାଦଶ ଶ୍ରେଣୀ ପାଇଁ ଆଧୁନିକ ଭାରତୀୟ ଭାଷା ( ବାଧତାମୂଳକ ଓଡ଼ିଆ ) ପାଠ୍ୟପୁସ୍ତକ ସଂକଳନ “ ସାହିତ୍ୟ ଜ୍ୟୋତି ” ପ୍ରକାଶିତ ହେଉଛି । ଏହି ପୁସ୍ତକଟି ମଧ୍ୟ ସି.ବି.ଏସ୍.ଇ. ପାଠ୍ୟ ଖସଡ଼ା ଆଦର୍ଶରେ ପ୍ରସ୍ତୁତ ହୋଇଛି | ପୁସ୍ତକରେ ପାଞ୍ଚଗୋଟି ଏକକ ସ୍ଥାନିତ ହୋଇଛି ।
ପ୍ରଥମ ଏକକ ଗଦ୍ୟ, ଦ୍ବିତୀୟ ଏକକ ପଦ୍ୟ, ତୃତୀୟ ଏକକ ଗଳ୍ପ, ଚତୁର୍ଥ ଏକକ ବୋଧଜ୍ଞାନ ପରୀକ୍ଷଣ ଏବଂ ପଞ୍ଚମ ଏକକରେ ପ୍ରବନ୍ଧ ଓ ବ୍ୟାକରଣ ସ୍ଫ୍ରାନ ପାଇଛି । ଓଡ଼ିଆ ସାହିତ୍ୟର ବହୁ ବିଶିଷ୍ଟ ଲେଖକଙ୍କ ରଚନାକୁ ଏଥିରେ ସନ୍ନି ବେଶିତ କରାଯାଇଛି ।
ଏହି ମହାନ କୃତବିଦ୍ୟ ସ୍ରଷ୍ଟାମାନଙ୍କ ନିକଟରେ ଆମେ ବିଶେଷ ରଣୀ । ବିଦ୍ୟାର୍ଥୀମାନଙ୍କ ଭାଷା ଓ ସାହିତ୍ୟଜ୍ଞାନ ସ୍ପଷ୍ଟ ଅବବୋଧ ପାଇଁ ପ୍ରସଂଗଗୁଡ଼ିକର ବ୍ୟାପକ ଓ ବିସ୍ତୃତ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଛି ।
No comments:
Post a Comment