OTET Syllabus 2025 – Child Development & Pedagogy

Odisha Teacher Eligibility Test (OTET) 2025 ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନଙ୍କ ପାଇଁ Child Development & Pedagogy ବିଭାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । OTET Syllabus 2025 ଅନୁଯାୟୀ, ଏହି ବିଭାଗରେ ଶିକ୍ଷାର୍ଥୀଙ୍କ ବିକାଶ, ଶିଖାଣ ପ୍ରକ୍ରିୟା, ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କ, କ୍ଲାସ୍ରୁମ୍ ପରିଚାଳନା ଓ ପାଠ୍ୟକ୍ରମ-ମୂଲ୍ୟାୟନ ପ୍ରଣାଳୀକୁ cover କରାଯାଇଥାଏ । ଏହି ପୃଷ୍ଠାରେ ଆପଣ 100ଟି OTET Child Development & Pedagogy MCQ Questions with Answers & Explanations ପ୍ରାକ୍ଟିସ୍ କରିପାରିବେ, ଯାହା OTET 2025 ପରୀକ୍ଷା ପାଇଁ ଆପଣଙ୍କ ପ୍ରସ୍ତୁତିକୁ ଆରୋହୀ କରିବ ।

OTET Child Development & Pedagogy 100 MCQ with Answers
OTET Child Development & Pedagogy 100 MCQ with Answers

OTET Child Development & Pedagogy – 100 MCQ with Answers

Are you preparing for OTET 2025? This page provides a complete set of 100 Multiple Choice Questions (MCQs) from Child Development & Pedagogy to boost your Odisha Teacher Eligibility Test preparation. Based on the OTET Syllabus 2025, these questions cover important topics like Development in Adolescence, Learning as a Social Activity, Teaching-Learning Approaches, and Curriculum & Evaluation Techniques.

Set–1 (Q1–Q25)

1. ବୟସ୍କାଳରେ କେଉଁଟି ବିଶେଷତା ଦେଖାଯାଏ?





ANSWER = (C) ସାରୀରିକ ପରିବର୍ତ୍ତନ
Explain:- କିଶୋରାବସ୍ଥାରେ ତିବ୍ର ସାରୀରିକ ବିକାଶ ଦେଖାଯାଏ।

 

2. “ତୁଳାଦଣ୍ଡର ଯୁଗ” (Storm & Stress) କ’ଣ ସହିତ ସମ୍ବନ୍ଧିତ?





ANSWER = (B) କିଶୋରାବସ୍ଥା
Explain:- ସ୍ଟାନ୍ଲେ ହଲ୍ ଏହି ଯୁଗକୁ “Storm & Stress” ବୋଲି ବର୍ଣ୍ଣନା କରିଥିଲେ।

 

3. “Identity vs Role Confusion” କ’ଣ ସିଦ୍ଧାନ୍ତର ଅଂଶ?





ANSWER = (B) ଏରିକସନଙ୍କ ସାମାଜିକ-ମାନସିକ ବିକାଶ
Explain:- କିଶୋରାବସ୍ଥାର ମୁଖ୍ୟ ସଙ୍କଟ ଆତ୍ମପରିଚୟ ନିର୍ମାଣ।

 

4. 13–19 ବର୍ଷ ବୟସର ପର୍ଯ୍ୟାୟକୁ କ’ଣ କୁହାଯାଏ?





ANSWER = (C) କିଶୋରାବସ୍ଥା
Explain:- 13–19 ବର୍ଷ ଉମ୍ରର ପର୍ଯ୍ୟାୟକୁ କିଶୋରାବସ୍ଥା ବୋଲେ।

 

5. “Learning by Doing” ସିଦ୍ଧାନ୍ତ କ୍ୟାର?





ANSWER = (B) ଡ୍ୟୁଇ
Explain:- ଅନୁଭବମୂଳକ କାର୍ଯ୍ୟ ଦ୍ୱାରା ଶିକ୍ଷାକୁ ଡ୍ୟୁଇ ପ୍ରମୋତ କରିଥିଲେ।

 

6. “ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା” – କିଏ କହିଥିଲେ?





ANSWER = (A) ଡ୍ୟୁଇ
Explain:- ଡ୍ୟୁଇ ଶିକ୍ଷାକୁ ସମାଜ ସହିତ ଅଘଟ୍ଟିତ ବୋଲି ମନେ କରିଥିଲେ।

 

7. Vygotskyଙ୍କ ZPD ର ପୂର୍ଣ୍ଣ ରୂପ କ’ଣ?





ANSWER = (C) Zone of Proximal Development
Explain:- ଏହା ନିଜେ ବନାମ ସହାୟତା ସହିତ କରିପାରୁଥିବା ଦକ୍ଷତା ମଧ୍ୟର ମାର୍ଜିନ।

 

8. “Scaffolding” କ’ଣକୁ ସୂଚାଏ?





ANSWER = (A) ଶିକ୍ଷାର୍ଥୀଙ୍କୁ ଅସ୍ଥାୟୀ ସହାୟତା
Explain:- MKO ଦ୍ୱାରା ଦିଆଯାଇଥିବା ସମୟିକ ସହଯୋଗ।

 

9. Constructivist Approach କ’ଣକୁ ଗୁରୁତ୍ୱ ଦେଏ?





ANSWER = (C) ଶିକ୍ଷାର୍ଥୀଙ୍କ ସ୍ୱୟଂ-ନିର୍ମାଣ
Explain:- ଅନୁଭବ ଉପରେ ଭିତ୍ତି କରି ଜ୍ଞାନ ଗଠନ।

 

10. Activity Based Learning (ABL)ରେ ପ୍ରଧାନ ଜୋର କ’ଣ ଉପରେ?





ANSWER = (B) କାର୍ଯ୍ୟମୁଖୀ ଅନୁଭବ
Explain:- କରିଦେଖିବା, ଖେଳାଭିତ୍ତିକ ଓ ପ୍ରାୟୋଗିକ କାର୍ଯ୍ୟ।

 

11. Formative Evaluation କ’ଣ ପାଇଁ ବ୍ୟବହୃତ?





ANSWER = (B) ଶିକ୍ଷାକାଳୀନ ସୁଧାର
Explain:- କମି କ୍ଷତି ସୁଧାରିବା ପାଇଁ ଚାଲୁକାଳୀନ ମୂଲ୍ୟାୟନ।

 

12. Summative Evaluation କେବେ କରାଯାଏ?





ANSWER = (B) ଶେଷରେ/ବର୍ଷାନ୍ତରେ
Explain:- ଶେଷ ନିର୍ଣ୍ଣୟ ଓ ମାପଦଣ୍ଡ ପୂରଣ ପାଇଁ।

 

13. CCEର ପୂର୍ଣ୍ଣ ରୂପ କ’ଣ?





ANSWER = (B) Continuous and Comprehensive Evaluation
Explain:- ଶିକ୍ଷାର୍ଥୀଙ୍କ ସମଗ୍ର ବିକାଶ ମାପନ।

 

14. Diagnostic Test କ’ଣ ପାଇଁ କରାଯାଏ?





ANSWER = (A) ଦୁର୍ବଳତା ଚିହ୍ନଟ
Explain:- ରିମେଡିଆଲ୍ ଶିକ୍ଷା ନିର୍ଦ୍ଦେଶ ପାଇଁ।

 

15. Norm-Referenced Test କ’ଣକୁ ତୁଳନା କରେ?





ANSWER = (B) ଗୋଟିଏ ଦଳ/ଶ୍ରେଣୀ ସହ ତୁଳନା
Explain:- NRT ରେ ସଂଗୀମାନଙ୍କ ସହ ର୍ୟାଙ୍କ/ସ୍ଥିତି।

 

16. Criterion-Referenced Test କ’ଣକୁ ମାପେ?





ANSWER = (B) ନିର୍ଦ୍ଦିଷ୍ଟ ଶିକ୍ଷା ଲକ୍ଷ୍ୟ ପୂରଣ
Explain:- CRT ରେ ମାପଦଣ୍ଡ ଆଧାରିତ ମୂଲ୍ୟାୟନ।

 

17. Cooperative Learningର ମୂଳ ତତ୍ତ୍ୱ କ’ଣ?





ANSWER = (B) ସହଯୋଗ ଓ ସଂଯୁକ୍ତ ଦାୟିତ୍ୱ
Explain:- ଦଳୀୟ କାମ, ମୁତୁଆଦିନିର୍ଭରତା ଓ ଗଣତନ୍ତ୍ରୀୟ ଅନ୍ତର୍କ୍ରିୟା।

 

18. Banduraଙ୍କ Bobo Doll ପରୀକ୍ଷା କ’ଣ ସିଦ୍ଧାନ୍ତକୁ ସମର୍ଥନ କରେ?





ANSWER = (B) Social Learning/Observational Learning
Explain:- ଅନୁକରଣ ଓ ମଡେଲିଙ୍ଗ ଦ୍ୱାରା ଶିକ୍ଷା।

 

19. Lecture Method କେଉଁ ପ୍ରକାରର?





ANSWER = (A) Teacher-Centered
Explain:- ଅଧିକାଂଶ କାର୍ଯ୍ୟ ଶିକ୍ଷକ-ନିର୍ଦ୍ଦେଶିତ।

 

20. Role Play Method କ’ଣରେ ଉପଯୁକ୍ତ?





ANSWER = (A) ସାମାଜିକ ଅଭିଜ୍ଞତା ବିକାଶ
Explain:- ଭୂମିକା ଅଭିନୟ ଦ୍ୱାରା ସଂଯୋଗ ଓ ସମ୍ପ୍ରେଷଣ।

 

21. Curriculumର ପ୍ରମୁଖ ଉପାଦାନ କ’ଣ?





ANSWER = (B) Objectives, Content, Method, Evaluation
Explain:- ପାଠ୍ୟକ୍ରମ ଗଠନର ମୂଳ ଚତୁର୍ଥାଂଶ।

 

22. Bloom’s Taxonomyର “Knowledge” କେଉଁ ଡୋମେନରେ?





ANSWER = (A) Cognitive
Explain:- ଜ୍ଞାନ, ବୁଝିବା, ପ୍ରୟୋଗ ଇତ୍ୟାଦି।

 

23. Bloom’s Taxonomyର “Attitude/Values” କେଉଁ ଡୋମେନ?





ANSWER = (B) Affective
Explain:- ମନୋଭାବ, ମୂଲ୍ୟବୋଧ, ରୁଚି।

 

24. Bloom’s Taxonomyର “Skill/Performance” କେଉଁ ଡୋମେନ?





ANSWER = (C) Psychomotor
Explain:- କୌଶଳ, ଶାରୀରିକ ସମନ୍ୱୟ ଓ ପ୍ରଦର୍ଶନ।

 

25. Objective Type Questionsର ପ୍ରଧାନ ଲାଭ କ’ଣ?





ANSWER = (A) ସହଜ ଓ ନିଷ୍ପକ୍ଷ ମୂଲ୍ୟାୟନ
Explain:- ଫାସ୍ଟ ଚେକିଂ ଓ ରିଲାଏବିଲିଟି ଅଧିକ।

Set–2 (Q26–Q50)

26. Adolescence ପର୍ଯ୍ୟାୟରେ ପ୍ରଧାନ ବିଶେଷତା କ’ଣ ?





ANSWER = (D) ସମସ୍ତ
Explain:- Adolescence ହେଉଛି ଶାରୀରିକ, ସାମାଜିକ ଓ ଭାବନାତ୍ମକ ପରିବର୍ତ୍ତନର ପର୍ଯ୍ୟାୟ ।

 

27. Vygotskyଙ୍କ “Zone of Proximal Development (ZPD)” କ’ଣ ସୂଚାଏ ?





ANSWER = (B) Teacher/peer support ସହିତ ଶିକ୍ଷା
Explain:- ZPD ରାହେ, ଯାହା ଲୋକେ ସ୍ୱୟଂ କରିପାରନ୍ତି ଓ ଶିକ୍ଷକ/ସହପାଠୀ ସହାୟତାରେ କରିପାରନ୍ତି, ସେଥିରେ ତଫାତକୁ ଦେଖାଏ ।

 

28. Adolescenceରେ “Identity vs Role Confusion” କ’ଣଙ୍କ ସିଦ୍ଧାନ୍ତ ?





ANSWER = (B) Erik Erikson
Explain:- Eriksonଙ୍କ psychosocial theoryର 5th stage “Identity vs Role Confusion” adolescenceରେ ଦେଖାଯାଏ ।

29. Adolescenceରେ Peer Group କ’ଣ ପ୍ରଭାବ ପକାଏ ?





ANSWER = (D) ସମସ୍ତ
Explain:- Adolescenceରେ Peer Group ସାମାଜିକୀକରଣ, ସ୍ୱାଧୀନତା ଓ ମୂଲ୍ୟବୋଧକୁ ପ୍ରଭାବିତ କରେ ।

 

30. Piagetଙ୍କ “Formal Operational Stage” କେବେ ଆରମ୍ଭ ହୁଏ ?





ANSWER = (D) 11 ବର୍ଷ ପରେ
Explain:- Piagetଙ୍କ Formal Operational Stage 11 ବର୍ଷ ପରେ ଆରମ୍ଭ ହୁଏ ଯେଉଁଠି Abstract thinking ବିକାଶ ହୁଏ ।

 

31. Adolescenceରେ “Emotional Instability”ର କାରଣ କ’ଣ ?





ANSWER = (D) ସମସ୍ତ
Explain:- Adolescenceରେ Emotional Instabilityର ପ୍ରମୁଖ କାରଣ Hormonal change, Peer group ଓ Parental pressure ।

 

50. Formative Evaluation କ’ଣ ପାଇଁ କରାଯାଏ ?





ANSWER = (A) Learning Improvement
Explain:- Formative evaluation କ୍ଲାସ୍‌ରୁମ୍‌ରେ ଶିକ୍ଷାର୍ଥୀଙ୍କ ଶିଖିବାକୁ ସୁଧାରିବା ପାଇଁ କରାଯାଏ ।

Set–3 (Q51–Q75)

51. ଶିଶୁ ବିକାଶ ସମୟରେ ଘଟୁଥୁବା ଭାଷା ବିକାଶ ମାଇଲଖୁଣ୍ଟର ଉଦାହରଣ ନିମ୍ନରେ ମଧ୍ଯରୁ କେଉଁଟି ?





ଉତ୍ତର: ଗ) ବେବଲିଂ
Explain:- ଶିଶୁ ବିକାଶ ସମୟରେ ଭାଷା ବିକାଶର ମାଇଲଖୁଣ୍ଟ ରେ କୁଆଁରୀ, ବେବିଲିଙ୍ଗ, ଅଙ୍ଗଭଙ୍ଗୀ ବ୍ଯବହାର ଏବଂ ଶେଷରେ ଶବ୍ଦ ଓ ବାକ୍ୟ କହିବା ଅନ୍ତର୍ଭୁକ୍ତ ହୋଇପାରେ ।

 

52. Continuous and Comprehensive Evaluation (CCE)ର ପ୍ରଧାନ ଉଦ୍ଦେଶ୍ୟ କ’ଣ ?





ANSWER = (B) Holistic Development
Explain:- CCEର ଲକ୍ଷ୍ୟ cognitive, affective, psychomotor domainର ସମଗ୍ର ବିକାଶ ।

 

53. Constructivism ଅନୁସାରେ ଶିକ୍ଷକଙ୍କ ଭୂମିକା କ’ଣ ?





ANSWER = (B) Facilitator
Explain:- Constructivismରେ ଶିକ୍ଷକ facilitator ଭାବେ କାର୍ଯ୍ୟ କରନ୍ତି ।

 

54. Adolescenceରେ “Imaginary Audience” କ’ଣ ?





ANSWER = (A) Self-consciousness
Explain:- Adolescents believe that others are constantly watching and judging them, ଯାହାକୁ Imaginary Audience କୁହାଯାଏ ।

 

75. Summative Evaluation କ’ଣ ପାଇଁ କରାଯାଏ ?





ANSWER = (A) Final Achievement measurement
Explain:- Summative Evaluation ସାଲାନା/Unit Testରେ ଶିକ୍ଷାର୍ଥୀଙ୍କ Achievement ମାପିବା ପାଇଁ କରାଯାଏ ।

Set–4 (Q76–Q100)

76. Adolescence କ’ଣ ବିକାଶ ର ପର୍ଯ୍ୟାୟ ?





ANSWER = (C) Transition from childhood to adulthood
Explain:- Adolescence ହେଉଛି Childhoodରୁ Adulthoodକୁ ଯିବାର ପର୍ଯ୍ୟାୟ ।

 

77. Diagnostic Evaluation କ’ଣ ପାଇଁ କରାଯାଏ ?





ANSWER = (A) Identify learning difficulties
Explain:- Diagnostic Evaluation ଦ୍ୱାରା ଛାତ୍ରଙ୍କ Learning Gap/Problem ଚିହ୍ନଟ କରାଯାଏ ।

 

78. Vygotskyଙ୍କ ZPD (Zone of Proximal Development) କ’ଣକୁ ଗୁରୁତ୍ୱ ଦେଇଥାଏ ?





ANSWER = (B) Learning with guidance and support
Explain:- ZPD ରେ ଛାତ୍ର Guidance, Scaffolding ଦ୍ୱାରା ନୂଆ Skill ଶିଖେ ।

 

79. Formative Evaluation କ’ଣରେ ବ୍ୟବହୃତ ?





ANSWER = (A) Continuous Feedback
Explain:- Formative Evaluation ଛାତ୍ରଙ୍କ ନିରନ୍ତର Feedback ଦେଇ Improvement କରାଯାଏ ।

80. କିଶୋରାବସ୍ଥାରେ "Identity Crisis" ବୋଲି କହାଯାଇଥିବା ସମସ୍ୟା କାହାଙ୍କ ସିଦ୍ଧାନ୍ତ ସହିତ ସମ୍ପର୍କିତ?





ANSWER = (B) ଏରିକସନ୍
ବ୍ୟାଖ୍ୟା:- ଏରିକସନଙ୍କ ମନୋସାମାଜିକ ସିଦ୍ଧାନ୍ତରେ କିଶୋରାବସ୍ଥାରେ "Identity vs Role Confusion" ସମସ୍ୟା ଦେଖାଯାଏ।

81. "Zone of Proximal Development (ZPD)" ସିଦ୍ଧାନ୍ତ କିଏ ଦେଇଥିଲେ?





ANSWER = (A) ବିଗୋସ୍କି
ବ୍ୟାଖ୍ୟା:- ZPD ସିଦ୍ଧାନ୍ତ ବିଗୋସ୍କିଙ୍କର ଥିଓରି, ଯେଉଁଥିରେ ଶିକ୍ଷକ/ସହପାଠୀଙ୍କ ସହାୟତାରେ ଶିକ୍ଷାର୍ଥୀଙ୍କୁ higher level learning ପାଇଁ ପ୍ରେରିତ କରାଯାଏ।

82. "Constructivist Approach" ରେ ଶିକ୍ଷାର୍ଥୀ କ’ଣ କରେ?





ANSWER = (C) ନିଜେ meaning ଓ ଜ୍ଞାନ ଗଠନ କରେ
ବ୍ୟାଖ୍ୟା:- Constructivism ଅନୁସାରେ ଶିକ୍ଷାର୍ଥୀ active participant ଯିଏ ନିଜ experience ଦ୍ୱାରା meaning construction କରେ।

83. "Formative Evaluation"ର ମୁଖ୍ୟ ଉଦ୍ଦେଶ୍ୟ କ’ଣ?





ANSWER = (B) ଶିକ୍ଷା ମଧ୍ୟରେ improvement ପାଇଁ feedback ଦେବା
ବ୍ୟାଖ୍ୟା:- Formative evaluation continuous process ଯାହା learning processକୁ ସୁଧାରିବା ପାଇଁ।

84. "Summative Evaluation" କେବେ କରାଯାଏ?





ANSWER = (B) ପାଠ୍ୟକ୍ରମ ସମାପ୍ତି ପରେ
ବ୍ୟାଖ୍ୟା:- Summative evaluation learning outcome measure ପାଇଁ ପାଠ୍ୟକ୍ରମ ସମାପ୍ତିରେ କରାଯାଏ।

85. "Discovery Learning" କିଏ ପ୍ରସ୍ତାବ କରିଥିଲେ?





ANSWER = (A) ବ୍ରୁନର୍
ବ୍ୟାଖ୍ୟା:- ବ୍ରୁନର୍ Discovery Learningରେ ଶିକ୍ଷାର୍ଥୀଙ୍କୁ exploration ଦ୍ୱାରା ଜ୍ଞାନ ଅର୍ଜନ କରିବାକୁ ପ୍ରୋତ୍ସାହିତ କରିଥିଲେ।

86. "Scaffolding" କ’ଣ?





ANSWER = (B) Teacher/Peer support for learning
ବ୍ୟାଖ୍ୟା:- Scaffolding mane temporary support ଯାହା learningରେ assist କରିଥାଏ।

87. ଶିଶୁ ବିକାଶର କେଉଁ ପର୍ୟ୍ୟାୟରେ ଲଜିକାଲ ରିଜନିଂ ଓ ବିମୂର୍ତ ଚିନ୍ତାଧାରାର ବିକାଶ ହୋଇଥାଏ?





ANSWER = ଘ) କୈଶୋର
ବ୍ୟାଖ୍ୟା:- ଏହି ପର୍ୟ୍ଯାୟରେ ପିଲାମାନେ ବିମୂର୍ତ ଓ ତାର୍କିକ ଭାବେ ଚିନ୍ତା କରିବା ସହ ଯୁକ୍ତି ଓ ସମାଲୋଚନାମ୍ବକ ଭାବେ ଚିନ୍ତା କରିବାର କ୍ଷମତାକୁ ବିକଶିତ କରିଥାନ୍ତି।

88. "Cognitive Development" ସିଦ୍ଧାନ୍ତ କିଏଙ୍କ?





ANSWER = (A) ପିଆଜେ
ବ୍ୟାଖ୍ୟା:- Jean Piaget Cognitive Developmentରେ 4 stages (Sensori-motor, Pre-operational, Concrete, Formal) ଦେଇଥିଲେ।

89. "Moral Development" ସିଦ୍ଧାନ୍ତ କିଏଙ୍କ?





ANSWER = (A) କୋଲବର୍ଗ
ବ୍ୟାଖ୍ୟା:- Kohlberg moral development 3 levels (Pre-conventional, Conventional, Post-conventional) ବିବରଣୀ କରିଥିଲେ।

90. "Metacognition" କ’ଣ?





ANSWER = (A) ନିଜ learning process ବିଷୟରେ ଜ୍ଞାନ
ବ୍ୟାଖ୍ୟା:- Metacognition mane "thinking about thinking" – learning strategies & self-awareness।

91. "Inclusive Education"ର ମୁଖ୍ୟ ଲକ୍ଷ୍ୟ କ’ଣ?





ANSWER = (B) ସମସ୍ତଙ୍କୁ (disabled ସହିତ) education opportunity ଦେବା
ବ୍ୟାଖ୍ୟା:- Inclusive education equality & social justice principle ଉପରେ ଆଧାରିତ।

92. "Differentiated Instruction"ରେ ଶିକ୍ଷକ କ’ଣ କରନ୍ତି?





ANSWER = (B) Studentsର ability & need ଅନୁସାରେ teaching କରନ୍ତି
ବ୍ୟାଖ୍ୟା:- Differentiated instruction mane tailored teaching for diverse learners।

93. "Collaborative Learning"ରେ କ’ଣ ହୁଏ?





ANSWER = (A) Students groupରେ କାମ କରନ୍ତି
ବ୍ୟାଖ୍ୟା:- Collaborative learning group-based activity ଯେଉଁଠି students knowledge share କରନ୍ତି।

94. "Remedial Teaching" କ’ଣ ପାଇଁ କରାଯାଏ?





ANSWER = (B) Learning difficulties students ପାଇଁ
ବ୍ୟାଖ୍ୟା:- Remedial teaching slow learners & difficulties overcome ପାଇଁ।

95. "Experiential Learning"ରେ ଜୋର କ’ଣରେ ରହିଥାଏ?





ANSWER = (A) Experience & reflection
ବ୍ୟାଖ୍ୟା:- Experiential learning hands-on experience & reflection based।

96. "Curriculum"ରେ କ’ଣ ଥାଏ?





ANSWER = (B) ସମସ୍ତ learning experience
ବ୍ୟାଖ୍ୟା:- Curriculum includes books, activities, values, total planned learning।

97. "Hidden Curriculum" କ’ଣ?





ANSWER = (B) Unwritten values & attitudes taught indirectly
ବ୍ୟାଖ୍ୟା:- Hidden curriculum mane implicit lessons like discipline, punctuality।

98. "Blooms Taxonomy"ରେ କ’ଣ dimension ବିବରଣୀ ଦିଆଯାଇଛି?





ANSWER = (A) Cognitive, Affective, Psychomotor
ବ୍ୟାଖ୍ୟା:- Bloom taxonomy 3 learning domains define କରିଥାଏ।

99. "Portfolio Assessment" କ’ଣ?





ANSWER = (B) Students work collection over time
ବ୍ୟାଖ୍ୟା:- Portfolio assessment mane student growth evidence through collected work।

100. "CCE (Continuous and Comprehensive Evaluation)"ରେ କ’ଣକୁ ଗୁରୁତ୍ୱ ଦିଆଯାଏ?





ANSWER = (B) Cognitive + Affective + Psychomotor domains
ବ୍ୟାଖ୍ୟା:- CCE holistic development (knowledge + values + skills) ଉପରେ ଜୋର ଦେଇଥାଏ।